ଗଞ୍ଜାମ ଜିଲ୍ଲାରେ ଭୂତାଣୁ ସଂକ୍ରମଣ ବଢିବା ପରେ ନିଆଯାଇଛି କଡ୍ଡ । ପଦକ୍ଷେପ । ଜିଲ୍ଲାରେ ୩ ଲକ୍ଷରୁ ଅଧିକ ପ୍ରବାସୀ ଫେରିବା ପରେ ବଢିଛି ସଂକ୍ରମଣ । ତେବେ ଏମାନଙ୍କ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୱାଡି କର୍ମୀ ଓ ପୋଲିସ ବିଭାଗକୁ ବି ଭୂତାଣୁ ଗ୍ରାସ କରିଛି । ଫଳରେ ପ୍ରଶାସନର ଚିନ୍ତା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ୪ ଦିନିଆ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
Ganjam Collector Announced Four day Shutdown: People Welcome The Decision ।NandighoshaTV ।
#Ganjam #Collector #Announced #Shutdown #OdishaFightsCorona
Ещё видео!