କଦଳୀ ଭଜା | How to Make Kadali Bhaja Recipe in Odia | Kadali Bhaja in Odia | ODIA FOOD
This video provides you how to make Kadali Bhaja Recipe in Odia
ଆବଶ୍ୟକ ସାମଗ୍ରୀ
କଦଳୀ -୪୦୦ ଗ୍ରାମ
ପିଆଜ -୧
ଧଣିଆ ପତ୍ର -୧ କପ
ଶୁଖିଲା ଲଙ୍କା -୨
ରସୁଣ କୋଲ-୫
ଅଦା ରସୁଣ ପେଷ୍ଟ -୧ ଛୋଟ ଚାମଚ
ଜୀରା ଗୁଣ୍ଡ -୧/୨ ଛୋଟ ଚାମଚ
ଧଣିଆ ଗୁଣ୍ଡ -୧/୨ ଛୋଟ ଚାମଚ
ହଳଦୀ ଗୁଣ୍ଡ -୧/୨ ଛୋଟ ଚାମଚ
ଫୁଟଣ -୧ ଛୋଟ ଚାମଚ
ଲୁଣ -ସ୍ୱାଦ ଅନୁସାରେ
ରିଫାଇନ ତେଲ -୩ ବଡ ଚାମଚ
Ещё видео!