#ChildHealthCare #OdiaHealthTips
ଛୋଟ ପିଲାଙ୍କଠାରେ କୃମି ଦୋଷ ଏକ ସାଧାରଣ ସମସ୍ୟା। କୃମି ଦୋଷ ଯୋଗୁଁ ପିଲାକୁ ଭୋକ ଲାଗିନଥାଏ, ପେଟ କାଟିବା, ଜ୍ୱର ହେବା ଭଳି ଲକ୍ଷଣ ଦେଖାଦେଇଥାଏ। ତେବେ କୃମି ହେବାର କାରଣ କ’ଣ? ଏହାର ଚିକିତ୍ସା କେମିତି ହୁଏ ଓ ଏହାକୁ ରୋକିବେ କିପରି? ସେନେଇ ଆସନ୍ତୁ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କାହ୍ନୁ ପଣ୍ଡା କ’ଣ କହୁଛନ୍ତି, ଜାଣିବା।
ଏହି ଭିଡିଓରେ ରହିଛି,
ପିଲାଙ୍କଠାରେ କୃମି କାହିଁକି ହୋଇଥାଏ? (0:00)
କୃମି ଦୋଷର ଲକ୍ଷଣ କ’ଣ? (2:10)
କେମିତି ବ୍ୟାପେ କୃମି? (3:27)
ଏହାର ଚିକିତ୍ସା କ’ଣ? (5:14)
କୃମି ଦୋଷକୁ ରୋକିବେ କିପରି? (6:41)
Worm infections are very common in children. Common symptoms include children losing their appetite, swelling or pain in the stomach, fevers, etc. You may also be able to see the worms in their feces. But what is the cause of worm infestation? How can you prevent young children from worm infestation? What is deworming? Let’s know more from Dr Kanhu Panda, Paediatrician.
In this Video,
Why do children have worms? in Odia (0:00)
Symptoms of worm infestation, in Odia (2:10)
Causes of worms? in Odia (3:27)
Treatment of worm infestation, in Odia (5:14)
Prevention of worm infestation, in Odia (6:41)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ([ Ссылка ]) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ [ Ссылка ] ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@swasthyaplus.com
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Ещё видео!