ଗୀତଗୋବିନ୍ଦ କବି ଜୟଦେବଙ୍କ ଦ୍ଵାରା ସଂସ୍କୃତ ଭାଷାରେ ରଚିତ ଦ୍ୱାଦଶ ଶତାବ୍ଦୀର ଏକ କାବ୍ୟ । ଦ୍ଵାଦଶ ସର୍ଗ ବିଶିଷ୍ଟ ଏହି କାବ୍ୟଟି ରାଧାକୃଷ୍ଣଙ୍କ ରାସଲୀଳା ଉପରେ ପର୍ଯ୍ୟବେସିତ । କାନ୍ତ କୋମଳ ପଦାବଳୀ, ମଧୁର ଶବ୍ଦ ସଂଯୋଜନା, ଭକ୍ତି ଭାବରେ ପୂର୍ଣ୍ଣ ବିଷୟ ନିମନ୍ତେ ଗୀତଗୋବିନ୍ଦର ସଂସ୍କୃତ ସାହିତ୍ୟରେ ଏକ ବିଶେଷ ସ୍ଥାନ ରହିଚି । ପ୍ରସିଦ୍ଧ ଦଶାବତାର ବର୍ଣ୍ଣନା ଓ ସ୍ତୋତ୍ର ଏହି କାବ୍ୟର ପ୍ରଥମ ସର୍ଗରେ ରହିଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ମଧ୍ୟ ଗୀତଗୋବିନ୍ଦର ଏକ ପ୍ରଧାନ ସ୍ଥାନ ରହିଛି। ଗୀତଗୋବିନ୍ଦ ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ବର୍ଣ୍ଣନା ଅଟେ। ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ହିଁ ଏହି କାବ୍ୟର ମୁଖ୍ୟ ଉପଜୀବ୍ୟ ହୋଇଛି I ଏଠାରେ ଶ୍ରୀରାଧା (ଭକ୍ତ ର ପ୍ରତୀକ) ଙ୍କୁ ଶ୍ରୀକୃଷ୍ଣ (ଭଗବାନ)ଙ୍କ ଠାରୁ ମହନୀୟ ବୋଲି ଦର୍ଶାଯାଇଛି । ଏକ କିମ୍ବଦନ୍ତୀ ଅନୁସାରେ ଏହି ପଦ ନିଜେ ଭଗବାନ କୃଷ୍ଣ ଜୟଦେବଙ୍କ ରୂପ ଧାରଣକରି ଲେଖିଥିଲେ । ଗୀତଗୋବିନ୍ଦର ପଦାବଳୀ ଶ୍ରୀଜଗନ୍ନାଥଙ୍କର ଅତ୍ୟନ୍ତ ପ୍ରିୟ ବୋଲି ଗ୍ରହଣ କରାଯାଏ। ବଡ଼ସିଂହାର ବେଶ ସମୟରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ପାଠ କରାଯାଏ। ଏହା ବ୍ୟତୀତ ଦେବଦାସୀ ନୃତ୍ୟ ସମୟରେ ମଧ୍ୟ ଗୀତଗୋବିନ୍ଦ ଗାନ କରାଯାଉଥିଲା। ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ଏକଦା ଏକ ବାଳିକା ବାଇଗଣ କିଆରିରେ ବାଇଗଣ ତୋଳିବା ସମୟରେ ଗୀତଗୋବିନ୍ଦ ଗାଉଥିଲା । ଶ୍ରୀ ଜଗନ୍ନାଥଙ୍କର ଏହି ପଦାବଳୀ ଅତ୍ୟନ୍ତ ପ୍ରିୟ ହୋଇଥିବାରୁ ସେ ସେହି ବାଳିକା ପଛରେ ବୁଲୁଥିଲେ। ବାଇଗଣ କଣ୍ଟା ଲାଗି ପ୍ରଭୁଙ୍କ ଖଣ୍ଡୁଆ ପାଟ ଚିରି ଗଲା । ଏକଥା ପ୍ରଘଟ ହେବା ପରେ ବଡ଼ପଣ୍ଡାଙ୍କୁ ଶ୍ରୀ ମନ୍ଦିରରେ ପ୍ରତ୍ୟହ ଗୀତଗୋବିନ୍ଦ ଗାନ ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ହୋଇଥିଲା । ଶ୍ରୀ ଗୀତଗୋବିନ୍ଦ କାବ୍ୟ ଓଡିଶୀ ସଙ୍ଗୀତର ମୂଳଦୁଆ ଅଟେ
♪ Full Song Available on ♪
Gaana : [ Ссылка ]
JioSaavn : [ Ссылка ]
Wynk : [ Ссылка ]
Apple Music : [ Ссылка ]
Amazon Prime Music : [ Ссылка ]
iTunes : [ Ссылка ]
Spotify : [ Ссылка ]
YouTube Music : [ Ссылка ]
For Caller Tune : Operator Codes
Dasa Abatar
Vodafone Subscribers Dial 53712800459
Airtel Subscribers Dial 5432111261323
Idea Subscribers Dial 567891248008
BSNL (South / East) Subscribers sms BT 1248008 To 56700
Lalita Labangalata
Vodafone Subscribers Dial 537668015
Airtel Subscribers Dial 5432114381718
Idea Subscribers Dial 56789668015
BSNL (South / East) Subscribers sms BT 668015 To 56700
Yaahi Maadhaba
Vodafone Subscribers Dial 5375044864
Airtel Subscribers Dial 5432114084984
Idea Subscribers Dial 567895044864
BSNL (South / East) Subscribers sms BT 5044864 To 56700
Natha Hare
Vodafone Subscribers Dial 53712800462
Airtel Subscribers Dial 5432111261325
Idea Subscribers Dial 567891247807
BSNL (South / East) Subscribers sms BT 1247807 To 56700
Nindati Chandana
Vodafone Subscribers Dial 5375044896
Airtel Subscribers Dial 5432114084982
Idea Subscribers Dial 567895044896
BSNL (South / East) Subscribers sms BT 5044896 To 56700
Chandana Charchita
Vodafone Subscribers Dial 5371248013
Airtel Subscribers Dial 5432111510496
Idea Subscribers Dial 567891248013
BSNL (South / East) Subscribers sms BT 1248013 To 56700
Srita Kamala
Vodafone Subscribers Dial 537668007
Airtel Subscribers Dial 5432111261321
Idea Subscribers Dial 56789668007
BSNL (South / East) Subscribers sms BT 668007 To 56700
Ещё видео!