ବାଣ ବିସ୍ଫୋରଣରେ ଜଳିଗଲା ଘର । ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅଧୀନ ଗୋଡିପଡା ଗ୍ରାମ ଖରୁଡାସାହିରେ । ଏଠାରେ ବେଆଇନ ଭାବେ ବାଣ ତିଆରି କରୁଥିଲେ ଅଖିଳ ସେଠୀ । ସନ୍ଧ୍ୟାରେ ଧୂପ ଦେଉଥିବାବେଳେ ଦୁର୍ଭାଗ୍ୟବଶତଃ ଏଥିରେ ନିଆଁ ଲାଗି ବାଣ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳି ଥିଲା ଯେ ଘରଟି ପୁରା ଜଳିଯାଇଛି ।
Man Died In An Explosion While Illegal Manufacturing Of Crackers In Nayagarh, Wife Injured
#PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: [ Ссылка ]
YouTube: [ Ссылка ]
Twitter: [ Ссылка ]
Facebook: [ Ссылка ]
Playlists-
2019 Elections: [ Ссылка ]
Daffa | Crime Stories: [ Ссылка ]
Bada Khabar : [ Ссылка ]
ThanQ: Politoons Series: [ Ссылка ]
Mudda : [ Ссылка ]-
Breakfast Odisha : [ Ссылка ]
Ещё видео!