#Diabetes #Insulin #DoctorAdvice
ଇନସୁଲିନ୍ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଆମକୁ ଡାଏବେଟିସ୍ ରୋଗ ହୁଏ। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ। ତେବେ କ’ଣ ସବୁ ଡାଏବେଟିସ୍ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି? ଇନସୁଲିନ୍ ହରମୋନ କିଭଳି କାମ କରେ? ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଆଲୋକ କାନୁନଗୋଙ୍କଠାରୁ ଏବିଷୟରେ ଅଧିକ ଜାଣିବା।
ଏହି ଭିଡିଓରେ ରହିଛି,
ଇନସୁଲିନ୍ କ’ଣ? (0:00)
ଇନସୁଲିନ୍ କେଉଁମାନେ ନେଇପାରିବେ? (2:15)
ଇନସୁଲିନର ପ୍ରକାରଭେଦ (4:45)
ଇନସୁଲିନ କେମିତି ନେବେ? (8:39)
ଇନସୁଲିନକୁ ଭୟ କରନ୍ତୁ ନାହିଁ (12:32)
ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: [ Ссылка ]
Insulin is a hormone which Is secreted from our body. When the insulin hormone is secreted less from our body, we suffer from diabetes. So we have to take insulin hormone as medicine for the treatment of diabetes. So do all diabetics need insulin? How does the insulin hormone work? Learn more about this from Dr Alok Kanungo, a senior diabetologist.
In this video,
What is insulin? (0:00)
Who can take insulin? (2:15)
Types of insulin (4:45)
How to take insulin? (8:39)
Don't be afraid to take insulin (12:32)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ([ Ссылка ]) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ [ Ссылка ] ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!
Ещё видео!