#PregnancyCare #DoctorAdvice #OdishaHealthTips
ଏକ ସୁସ୍ଥ ଶିଶୁ ଜନ୍ମ ହେବା ପାଇଁ ଗର୍ଭାବସ୍ଥାରେ ମା’ର ଯତ୍ନ ନିହାତି ଦରକାର। ତେବେ, ଜଣେ ଗର୍ଭବତୀ ମହିଳା କେମିତି ନିଜର ଯତ୍ନ ନେବେ? ଗର୍ଭାବସ୍ଥାରେ କ’ଣ କରିବା ଉଚିତ, କ’ଣ କରିବେ ନାହିଁ? ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କର ଏନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ଗର୍ଭବତୀ ଥିବା ଜାଣିବେ କେମିତି? (0:00)
ଡାକ୍ତରଙ୍କ ପରାମର୍ଶ ନିତ୍ୟାନ୍ତ ଜରୁରୀ (0:45)
ପ୍ରଥମ ତ୍ରୟମାସରେ କେମିତି ନେବେ ଯତ୍ନ? (2:58)
ଦ୍ଵିତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (6:54)
ତୃତୀୟ ତ୍ରୟମାସରେ କେମିତି ନେବେ ଯତ୍ନ? (9:43)
ଗର୍ଭଧାରଣ ସମୟରେ କ’ଣ ଖାଇବେ? (13:42)
For a safe mother and a healthy baby, a mother needs to take proper care of herself during pregnancy. How can a pregnant woman take care of her? What to do, what not to do in pregnancy. Let us find out more from Dr Chinmayee Kar, an Obstetrician & Gynaecologist.
In this video,
How do you know if you're pregnant? (0:00)
Doctor's advice is essential (0:45)
Pregnancy care in the first trimester (2:58)
Pregnancy care in the second trimester (6:54)
Pregnancy care in third trimester (9:43)
What to eat during pregnancy? (13:42)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ([ Ссылка ]) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ [ Ссылка ] ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!
Ещё видео!