ଯୀଶୁ ନାଉରି | JISHU NAURI | HUMAN SAGAR | NEW ODIA CHRISTIAN FULL SONG | BAHUMULYA OFFICIAL
Bahumulya official ତରଫରୁ ସର୍ବପ୍ରଥମେ ଆମେ ମୃତ୍ୟୁ କୁ ଜୟ କାରି ସେହି ଏକମାତ୍ର ପ୍ରଭୁଙ୍କୁ ଧନ୍ୟବାଦ ଦେଉ ❤️✝️,, ପୁଣି ସମସ୍ତ ଓଡିଶାବାଶି ଙ୍କ ଠାରେ ଆମର ବିନମ୍ର କୃତଜ୍ଞତା ଜଣାଉ...
ଆମେ ଆମ ଦଳ ପ୍ରଥମ ଥର ପାଇଁ ବହୁତ ଚେଷ୍ଟା ରେ ଏକ ନୂତନ ଗୀତ ଯୀଶୁଙ୍କର ମହିମା ନିମନ୍ତେ କଲୁ ଆଶା କରୁଛୁ ଏହି ଗୀତଦ୍ଵାରା ସମସ୍ତେ ଖୁସି ହେବେ.. ପୁଣି ପ୍ରଭୁଙ୍କର ମହିମା ହେବ ❤️🙏✝️✝️✝️✝️✝️
Bahumulya official present..
Praise the lord alll❤️🙏✝️
ଆମ ଦଳ ପାଇଁ ସବୁବେଳେ ପ୍ରାର୍ଥନା ରେ ତୋଳି ରଖିବେ
ବୋଲି ଆଶା କରୁ🙏✝️❤️❤️❤️❤️
SONG CREDIT.....
JISHU NAURI MO JISHU NAURI
#human #newchristiansong #newtrending #viralvideo
Singer : Human sagar
Lyrics : Pr. Bore Nayak
Music : Sundar Kumar ( Pruthibi Bhai )
Arrengement : Bapi Samal
D.O.P & Edit : Bijay Majhi
Thumbnail : Parsuram sagaria
Special thanks : Sadhak Pani
Youtube : Bahumulya nayak official
Song lyrics...
ଯୀଶୁ ନାଉରୀ ମୋ ଯୀଶୁ ନାଉରୀ
ଏ ଭବ ସାଗରରୁ ମୋତେ କର ହେ ପାରି ( ୨ )
ତୁମେ ପ୍ରାର୍ଥନା ଶ୍ରବଣ କାରୀ
ମୋ ରୋଗ ଆରୋଗ୍ୟ କାରୀ ( ୨ )
କରୁଛି ବିନତି ପ୍ରଭୁ ଶୁଣ ମୋ ଗୁହାରୀ
ଯୀଶୁ ନାଉରୀ.............
୧ - ପାପ ନାଶିବାକୁ ଏ ଧରା ପୃଷ୍ଠରେ
ତୁମେ ହେଲ ଅବତରି ହୋ.....
ପାପୀ ମାନବକୁ ପାପ ସାଗରରୁ
ତୁମେ ଦୟାମୟ କଲ ପାରି (୨ )
ତୁମେ ମୋତେ ଅନୁଗ୍ରହ କରି
ଦେଲ ଅନନ୍ତ ଜୀବନ ଭରି ( ୨ )
ଏ ମିଛମୟା ଦୁନିଆରୁ କର ହେ ପାରି
ଯୀଶୁ ନାଉରୀ .......
୨ - ଆସୁ ଝଡ଼ଜଞ୍ଜା ପରୀକ୍ଷା ଜୀବନେ
ତଥାପି ଯିବିନି ମୁଁ ଡରି ହୋ ......
ମୋ ଯୀଶୁ ନାଉରୀ ମୋ ହାତ ଧରି
କଢ଼ାଇ ନେବେ ସେ ଥିରି ଥିରି ( ୨ )
ତୁମେ ଜୀବନ ନୌକା ଧରି
ମୋତେ କରହେ ସିୟୋନ ପାରି ( ୨ )
ଗାଉଥିବି ହାଲ୍ଲିଲୁୟା ସଦା ତୁମରି
ଯୀଶୁ ନାଉରୀ .......
!!* ANTY-PIRACY WARNING *!!
This content is copyright to Bahumulya Nayak any unauthorized reproduction redistribution, re-upload ( audio or video ) is strictly prohibited of this material. Legal action will be taken against those who violate this copyright material presented.
#human
#song
#newchristiansong
#mantuchhuria
#asimapanda
#viralvideo
#christiansong
#newtrending
#sashanksekharnewsong
#love
#amitbhai
#amitbadanayak
#odiasong
#jushunaurisong
#jisunauri
#bahumulyanayak
#viralshorts
#malayalam
#tamil
#tamilchristiansongs
#kumarsonusongs
#salem
#teleguchristiansong
#tamiltrending
#telegutrendingsong
#malayalamtrendingsongs
#hindisong
#hinditrendingsong
#newodiaviralsong
#odialanguage
#odianewchristiansongs
#humansagarallsong
#sahrukhkhan
#arijitsingh
#darshan
#jubinnautiyal
#odiaviralvideos
#humansagarviralsong
#newviralsong
#newviralvideo
#alllanguegesong
#jesus
#jesussong
#jishu
#viralshort
#singer
#humannewodiachristiansong
#viralsongs
#allchristiansongs
#newodia
#newchristiansong
#sambalpuri
#humansagar
#viralreels
#memes
#meme
#newtrendingvideo
#bahumulyaofficial
#sundar
#salemlimasong
#sundarkumar
#jishunaurimojishunauri
#jishunaurihumansagarsong
ଆଶା କରୁଛୁ ଆମର ଏହି ଭକ୍ତି ସଙ୍ଗୀତ ଟି ଆପଣମାନଙ୍କୁ ଭଲ ଲାଗିଥିବ
🙏 Praise the lord 🙏
✝️ God bless you ✝️
Ещё видео!