Arabinda Sahoo
KRUSHI SAMPADA
ଧାନ ରୋଇବାର 15-20 ଦିନରେ ପିଲ ଅବସ୍ଥା ଆସିଥାଏ
ଏହି ସମୟରେ Urea ସାର ଏକର ପ୍ରତି 30-35kg ଓ potash ସାରେକର ପ୍ରତି 10kg ପ୍ରାୟୋଗ କରନ୍ତୁ
ଯଦି ଜୈବିକ ସାର ପ୍ରାୟୋଗ କରି ନାହାନ୍ତି ତେବେ BIOZYME ବା SAGARIKA ବା AGRI HUMIC GRANULE ଏକର ପ୍ରତି10kg ପ୍ରାୟୋଗ କରନ୍ତୁ।
NPK 19:19:19 lit ପ୍ରତି 3gm ବା NANO UREA lit ପ୍ରତି 2ml ସ୍ପ୍ରେ କରନ୍ତୁ
Thank you
KRUSHI SAMPADA
#krushisampada #paddytillering #paddy
Ещё видео!