Alta makhi odia song lyrics||ଅଲତା ମାଖି by odialyrics
#altamakhi #sambalpuri #sambalpurisong #altamakhilyrics #odiasonglyrics #odiasong
------------------------------------------------------------------
Alta makhi (odia lyrics)
ଓଡିଆ ଲେଖା
👇👇👇👇👇👇
ହେ ଲାଲ୍ ଜରଜର ଅଲତା ମାଖି
ଯାଉଛ ଗୋରୀ କେନ୍ କେ ବୁଲି
କେତେ ତମେ ଷ୍ଟାଇଲ୍ ମାରୁଛ
ହେ ନନୀ ତମେ
କେତେ ଧନ ଷ୍ଟାଇଲ୍ ମାରୁଛ
ଲାଲ୍ ଜର ଜର ହୋଠ୍ କେ କରି
ମୁହୁଁ କେ ତମେ ସଜେଇ କରି
କେତେ ଧନ ଷ୍ଟାଇଲ୍ ମାରୁଛ
ହେ ନନୀ ତମେ
କେତେ ଧନ ଷ୍ଟାଇଲ ମାରୁଛ
ଆଖି ଥିତ କଜଲ୍ ମାଖି
ତୀର୍ଛୀ ନଜର୍ ତମେ ମାରି
ପିଲା କେ ତମେ ଘାୟଲ୍ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ୍ କରୁଛ
**************
ହେ ତୋର୍ ଚାହାନି ଲୁଭ୍ ଲୁଭାନି
ସଭେ କହେସନ୍ ବଢିଆ
ଝୁମେଇ ଦେଲା ମୋର୍ ମନ୍ କେସମ୍ବଲପୁରୀ ଗୁରିଆ
ମଲ୍ ମଲିଆ ରସିଆ ପିଲା
ଦିଲ୍ କେ ସତେ ଘାୟଲ କଲା
ନାଇଁ ଦେଖାନ ପ୍ରେମ୍ ଲୀଲା
ମୁଇଁ ଆଏଁ ନନୀ ଭୋଲି ଭାଲି
ରେ
**************
ଦିନ୍ କ ଥରେ
ତତେ ନାଇଁ ଦେଖିଲେ
ମନ୍ ନାଇଁ ଭରେ
ତୋର BEAUTINESS ମତେ ମାରି ଦେଲା ରେ
ମୁଇଁ ଝୁରି ମଲି ଝୁରି ମଲି
ତୋର୍ ଚେହେରା ଖାଲି ଖାଲି ହାଏ
ମନର୍ ମଏଁନା
ତତେ ଦେଖ୍ ଲା ଦିନୁଁ ଉଡିଗଲା ଚେନା
ଏତେ ସୁନ୍ଦରୀ କେନ୍ତା ହେଲୁ ଜାନେ ଜାନା
ମୋତେ ପାଗଲ୍ କଲୁ ରସେଇ ଦେଲୁ
ଜାନି ଜାନି କରି ଫସେଇ ଦେଲୁ ହାଏ
ଏ ମୋର୍ କଅଁଲି ଖରା ଦିନ୍ ବିଲିଆ
ଚମକି ଯାଉଛ ଗୁରା ଗୁରା
ମତେ ତମେ ବଝା କରୁଛ
ହାଏ ଧାଙ୍ଗିରୀ
ମତେ ତମେ ବଝା କରୁଛ
***************
ହେ ଜାନି ଜାନି
ତମେ ଗୁଟେ ଆଏ ରସିଆ ପିଲା
ତୁମର୍ ମିଠା ମିଠା କଥା
କେନ୍ତା ଫସେଇ ଦେଲା
ମୁଇଁ ହେଲିନା ତୋର୍ ଦିୱାନୀ
ତୁଇ ଦିୱାନା
ହେ ତତେ ଭଲ୍ ପାଉଛେ ମୁଇଁ
କାହାର୍ ନାଇଁ ପର୍ବାନା
ତୋର୍ ହେଇ ଗଲେ
ଦେଖୁ ଥିବା ଇ ଜମାନା
ଲଗେଇ ଦେଲୁ କାଏଁ ମହନୀ
ତୁଇ ମୋର୍ ପ୍ରେମ୍ ଦିୱାନା
ଏ ମୋର୍ ସୁନ୍ଦରୀ ବେଲ
ଏ ମୋର୍ ସୁନ୍ଦରୀ ବେଲ ତଡ୍ ପେଇ କରି
ମତେ ତମେ କହି ଦେଲ
ମତେ ତମେ ଭଲ୍ ପାଉଛ
ଏ ସତେ ନନୀ ମତେ ତମେ ଭଲ୍ ପାଉଛ
ଆଖି ଥିତ କଜଲ୍ ମାଖି
ତୀର୍ଛୀ ନଜର୍ ତମେ ମାରି
ପିଲା କେ ତମେ ଘାୟଲ୍ କରୁଛ
ଏ ନନୀ ତମେ ଇ ପିଲାକେ ଘାୟଲ୍ କରୁଛ
ଇ ପିଲାକେ ଘାୟଲ୍ କରୁଛ
----------------------------------------------------------------
Category:-Sambalpuri Song (2023) Singer:-Pankaj Tandi, Pratham Kumbhar, Kiran Dash
Music :-Bijay Anand Sahu Lyrics:-Pratham Kumbhar
Label:-Vibes Music Official
Duration:- 3:29 min
Ещё видео!